ଉତ୍କଳ ସ୍କିଲ୍ ସେଣ୍ଟରରେ ଶ୍ରେଣୀ ୬ ଛାତ୍ରଛାତ୍ରୀଙ୍କ ପାଇଁ ସ୍ପେଶାଲ୍ ନୋଟ୍ସ, ଗାଇଡ୍ ଏବଂ ଅଭ୍ୟାସ ପ୍ରଶ୍ନ। ଆମର ସ୍ୱତନ୍ତ୍ର AI ଟ୍ୟୁଟର ଗୁନ୍ଦୁଲୁ ଆପଣଙ୍କୁ ପ୍ରତିଟି ପାଠ ମାଗଣାରେ ବୁଝାଇବ।
ଫ୍ରି ରେ ଗେମ୍ସ ଓ କୁଇଜ୍ ଖେଳନ୍ତୁକବିତା ଓ ପ୍ରବନ୍ଧର କଠିନ ଶବ୍ଦାର୍ଥ, ସରଳ ଭାବାର୍ଥ ଏବଂ ସମ୍ପୂର୍ଣ୍ଣ ପ୍ରଶ୍ନ ଉତ୍ତର ଓଡ଼ିଆରେ।
ପୂର୍ଣ୍ଣ ସଂଖ୍ୟା, ଭଗ୍ନାଂଶ ଓ ଦଶମିକ ସଂଖ୍ୟା, ଏବଂ ସମୀକରଣର ସହଜ ଷ୍ଟେପ୍-ବାଇ-ଷ୍ଟେପ୍ ସମାଧାନ।
ଖାଦ୍ୟ ଓ ଏହାର ଉତ୍ସ, ଆମ ପୃଥିବୀ ଏବଂ ଇତିହାସର ସରଳ ବୁଲେଟ୍ ପଏଣ୍ଟ ନୋଟ୍ସ।