ଓଡ଼ିଶା ବୋର୍ଡ ହାଇସ୍କୁଲ (ଶ୍ରେଣୀ ୮, ୯ ଓ ୧୦) ଗଣିତ ବିଷୟର ସମସ୍ତ ଗୁରୁତ୍ୱପୂର୍ଣ୍ଣ ସୂତ୍ରଗୁଡ଼ିକୁ ଏଠାରେ ସହଜରେ ପାଆନ୍ତୁ। ଆମର AI ଟ୍ୟୁଟର ଗୁନ୍ଦୁଲୁ ସାହାଯ୍ୟରେ ସୂତ୍ରଗୁଡ଼ିକର ବ୍ୟବହାର ଓ ସମାଧାନ ପ୍ରକ୍ରିୟା ଶିଖନ୍ତୁ।
ଗେଷ୍ଟ ଜୋନ୍ ପ୍ରବେଶ କରନ୍ତୁସମାନ୍ତର ପ୍ରଗତିର nth ପଦ (term) ନିରୂପଣ କରିବାର ସୂତ୍ର:
ପ୍ରଥମ n ସଂଖ୍ୟକ ପଦର ସମଷ୍ଟି (Sum):
ax² + bx + c = 0 ସମୀକରଣର ମୂଳ (Roots) ନିରୂପଣ ସୂତ୍ର:
ପ୍ରଭେଦକ (Discriminant) D = b² - 4ac
ଦୁଇଟି ବିନ୍ଦୁ (x₁, y₁) ଏବଂ (x₂, y₂) ମଧ୍ୟରେ ଦୂରତା (Distance) ସୂତ୍ର:
ସିଲିଣ୍ଡରର ବକ୍ର ପୃଷ୍ଠତଳର କ୍ଷେତ୍ରଫଳ (Curved Surface Area):
ସିଲିଣ୍ଡରର ଆୟତନ (Volume):